पूर्वोत्तर रेलवे श्रमिक कांग्रेस की बैठक संपन्न

पूर्वोत्तर रेलवे श्रमिक कांग्रेस की बैठक संपन्न

अनुराग आचार्य (तालचर)

पुर्वोतर रेलपथ श्रमिक कांग्रेस की तालचर शाखा का नवम वार्षिक बैठक संपन्न।

आज पूर्वोत्तर रेलवे श्रमिक कांग्रेस के तालचर शाखा का नवम बार्षिक बैठक संपन्न हुआ। इस बैठक में मुख्य अतिथि के रूप में पूर्वोत्तर रेलवे श्रमिक कांग्रेस के साधारण संपादक रमेश चंद्र साहू एवं सम्मानित अतिथि तालचर शाखा प्रभारी भी.एस. प्रसाद ने अपना योगदान दिया। 
बैठक की अध्यक्षता एस. के. दास ने की। शाखा के संपादक सौभाग्य कुमार परिडा़ दो वर्ष के कार्यकाल का विवरणी संक्षेप में प्रस्तुत किया।   पुरातन कमिटी को भंग करके नूतन कमिटी गठित की गई । नये कमिटी में कमल लोचन परिडा़ को सभापति, एस.के. दास को कार्यकारिणी सभापति, एवं सौभाग्य कुमार परिडा़ को संपादक के रूप में चुना गया। इस  बैठक में सभी कर्मचारियों के लिए नये आवास, पानीय जल की सुविधा, नीजी अस्पतालों में रेफर करने की सुविधा, समय पर आपरेशन थिएटर की उपलब्धता, 24सो घण्टे एम्बुलेंस की सुविधा, एवं सेक्युरिटी जैसे अनेक समस्याओं पर चर्चा की गई। अंत में शाखा के संपादक श्री परिडा़ सभी का धन्यवाद कर अगले दो वर्षो तक कर्मचारियों को हर तरह से सहयोग करने का वादा किया।

--------------------------------------------------------------------------------------ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସ ତାଳଚେର ଶାଖାର ନବମ ଦିବାର୍ଷିକ ବୈଠକ l
ଆଜି ଇଷ୍ଟକୋଷ୍ଟ  ରେଳପଥ ଶ୍ରମିକ କଂଗ୍ରେସ ତାଳଚେର ଶାଖାର ନବମ ଦିବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ  ମୁଖ୍ୟ ଅତିଥି  ଭାବେ ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସ ର ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ସାହୁ ଏବଂ ସଂମାନିତ ଅତିଥି ରୂପେ ତାଳଚେର ଶାଖାର ଇନଚାର୍ଜ ଭି.ଏସ ପ୍ରସାଦ ଯୋଗଦେଇଥିଲେ l ବୈଠକଟି ଏସ.କେ ଦାଶ ଙ୍କ ସଭାପତିତ୍ୱ ରେ ଅଧ୍ୟକ୍ଷତା ହୋଇଥିଲା l ଶାଖାର ସମ୍ପାଦକ ସୋଭାଗ୍ୟ କୁମାର ପରିଡା ଦୁଇ ବର୍ଷ କାର୍ଯ୍ୟ କାଳର ସମସ୍ତ ବିବରଣୀ ସଂକ୍ଷେପରେ ଦେଇଥିଲେ l ପୁରୁଣା କମିଟି ଭଙ୍ଗା ଯାଇ ସସ୍ମତି କ୍ରମେ ନୃତନ କମିଟି ଗଠନ କରାଯାଇଥିଲା ସଭାପତି ରୂପେ କମଳ ଲୋଚନ ପରିଡା , କାର୍ଯ୍ୟକାରୀ ସଭାପତି ଏ.ସ କେ ଦାସ ଓ ପୁନର୍ବାର ସମ୍ପlଦକ ଭାବେ ସୋଭାଗ୍ୟ କୁମାର ପରିଡା ନିର୍ବାଚିତ ହୋଇଥିଲେ l ଏହି ବୈଠକରେ ସମସ୍ତ କର୍ମଚାରୀ ମାନଙ୍କ ନୃତନ କ୍ୱାଟର ନିର୍ମାଣ,ପାନୀୟ ଜଳର ସୁବିଧା,ପ୍ରlଇ ଭେଟ ମେଡିକାଲ ର ରେଫରlଲ ବ୍ୟବସ୍ଥା ,ଠିକ ସମୟରେ ଓଟି ଟିଏ  ,24 ଘଣ୍ଟିଆ ଆମ୍ବୁଲାନ୍ସ ସେବା ଏବଂ ସିକୁରୀଟି ବ୍ୟବସ୍ଥା ଆଦି ଅନେକ ଗୁଡିଏ ସମସ୍ୟା ଉପରେ ଆଲୋକପାତ କରାଯାଇଥିଲା l ପରିଶେଷରେ ଶାଖା ସମ୍ପlଦକ ଶ୍ରୀ ପରିଡା ସମସ୍ତ ଙ୍କୁ ଧନ୍ୟବାଦ ଦେଇ ଆଗାମୀ ଦୁଇବର୍ଷରେ ସମସ୍ତ ପ୍ରକାର କାର୍ଯ୍ୟରେ କର୍ମଚାରୀ ମାନଙ୍କୁ ସହଯୋଗ କରିବେ ବୋଲି ଦୃଢ ପ୍ରତିଶୃତି ଦେଇଥିଲେ l