कोयला लदान के लिए रिश्वत लेते है लोडर चालक

कोयला लदान के लिए रिश्वत लेते है लोडर चालक

तालचेर में लोडर पैसे के लिए अवैध रूप से ट्रकों में कोयला लदान कर रहा है।
हम बात कर रहे हैं तालचेर स्थित भुवनेश्वर कोयला खदान की। इस खदान में प्रतिदिन 300 से अधिक ट्रक कोयला लादकर विभिन्न संयंत्रों में ले जाया जाता है। इस ट्रक में कोयला लदान करने वाला लोडर पवन ईश्वर हनुमान ट्रांसपोर्ट नामक निजी कंपनी का लोडर है। इस लोडर को एमसीएल से ठेका मिलता है और एमसीएल इस कंपनी को भुगतान करती है, लेकिन इस कंपनी के लोडर का संचालक प्रत्येक वाहन में कोयला लदान करने के लिए ट्रक चालक से 150 रुपये प्रति वाहन वसूलता है, जो कि अवैध है। जब हमारे प्रतिनिधि ने इस बारे में भुवनेश्वर कोयला खदान के परियोजना अधिकारी से फोन पर पूछा तो उन्होंने कहा कि उन्हें इसकी जानकारी नहीं है, मैं पूछकर बताऊंगा।
ट्रक मालिकों की मांग है कि इस कंपनी की सतर्कता जांच से असली सच्चाई सामने आ जाएगी।

ବେଆଇନ୍ ଭାବେ ଟଙ୍କା ନେଇ ଟ୍ରକରେ କୋଇଲା ଲୋଡ୍ କରୁଛି ଲୋଡର 
ତାଳଚେର: ଆମେ କହୁଚୁ ତାଳଚେର ଭୁବନେଶ୍ଵରୀ କୋଇଲା ଖଣିର କଥା l ଏହି ଖଣିରେ ପ୍ରତ୍ୟେକ ଦିନ ୩୦୦ ଶହ ରୁ ଅଧିକ ଟ୍ରକ୍ କୋଇଲା ଲୋଡ୍ ହୋଇ ବିଭିନ୍ନ ପ୍ଲାଣ୍ଟ କୁ ଯାଇଥାଏ l ଏହି ଟ୍ରକରେ କୋଇଲା ଲୋଡ୍ କରୁଥିବା ଲୋଡର ଟି ପବନ ପୁତ୍ର ହନୁମାନ ଟ୍ରାନ୍ସପୋର୍ଟ ନାମକ ଘରୋଇ କମ୍ପାନୀର ଲୋଡର ଅଟେ l ଏହି ଲୋଡ଼ର ଟି ଏମସିଏଲ୍ ଠାରୁ ଟେଣ୍ଡର ପାଇ କାମ କରିଥାଏ ଏବଂ ଏମସିଏଲ୍ ଏହି କମ୍ପାନୀକୁ ପେମେଣ୍ଟ କରିଥାଏ ହେଲେ ଏହି ଏହି କମ୍ପାନୀ ର ଲୋଡ଼ର ଅପରେଟର ଟି ପ୍ରତ୍ୟେକ ଗାଡ଼ି କୁ ଲୋଡ୍ ଦେବା ପାଇଁ ଟ୍ରକ୍ ଡ୍ରାଇଭର ଙ୍କ ଠାରୁ ଗାଡ଼ି ପିଛା ୧୫୦ ଟଙ୍କା ନେଇଥାଏ ଯାହାକି ଏହା ବେଆଇନ୍ ଅଟେ l ଏନେଇ ଭୁବନେଶ୍ଵରୀ କୋଇଲା ଖଣିର ପ୍ରକଳ୍ପ ଅଧିକାରୀ ଙ୍କୁ ଫୋନ୍ ଯୋଗେ ପଚାରିବାରୁ ସେ କହିଲେ ମୋ ପାଖେ ଜlନକlରି ନାହିଁ ମୁଁ ପଚାରିକି କହିବେ ବୋଲି କହିଲେ  l
ଏହି କମ୍ପାନୀ ଉପରେ ଭିଜଲାନ୍ସ ତଦନ୍ତ କଲେ ପ୍ରକୃତ ସତ୍ୟାସତ ପଦାକୁ ଆସିବ ବୋଲି ଟ୍ରକ୍ ମାଲିକ ମହଲରେ ଦାବି ଉଠୁଛି l